ସଂଯୋଜିତ Saṁj̄ojita

  • ସଂ. ବିଣ. (ସମ୍+ଯୁଜ ଧାତୁ ଣିଚ୍=ଯୋଜି ଧାତୁ= ଯୋଗ କରାଇବା+କର୍ମ. ତ) — ସଂମେଳିତ; ମିଶ୍ରୀକୃତ — Compounded; united; mixed up; joined together
  • ସଂ. ବିଣ. (ସମ୍+ଯୁଜ ଧାତୁ ଣିଚ୍=ଯୋଜି ଧାତୁ= ଯୋଗ କରାଇବା+କର୍ମ. ତ) — ଏକ ପଦାର୍ଥରୁ ବିୟୋଗ କରାଯାଇ ଅନ୍ଯ ପଦାର୍ଥରେ ଯୋଗ କରା ଯାଇଥିବା — Caused to be joined with a thing after having been dissociated from another
  • ସଂ. ବିଣ. (ସମ୍+ଯୁଜ ଧାତୁ ଣିଚ୍=ଯୋଜି ଧାତୁ= ଯୋଗ କରାଇବା+କର୍ମ. ତ) — ସହବାସାର୍ଥ ଏକତ୍ରୀକୃତ — Brought together for the purpose of cohabitation or breeding
  • ସଂ. ବିଣ. (ସମ୍+ଯୁଜ ଧାତୁ ଣିଚ୍=ଯୋଜି ଧାତୁ= ଯୋଗ କରାଇବା+କର୍ମ. ତ) — ଯୋଚା ଯାଇଥିବା — Yoked to
  • ସଂ. ବିଣ. (ସମ୍+ଯୁଜ ଧାତୁ ଣିଚ୍=ଯୋଜି ଧାତୁ= ଯୋଗ କରାଇବା+କର୍ମ. ତ) — ଯୋଗା ଯାଇଥିବା — Supplied