ସଂରକ୍ତ Saṁrakta

  • ସଂ. ବିଣ (ସମ୍+ରଂଜ୍ ଧାତୁ+କର୍ମ. ତ) — ରଙ୍ଗା ଯାଇଥିବା — Coloured; dyed
  • ସଂ. ବିଣ (ସମ୍+ରଂଜ୍ ଧାତୁ+କର୍ମ. ତ) — ତୋଫା— ନାଲି; ଗାଢ଼ ରକ୍ତ — Bright red; scarlet
  • ସଂ. ବିଣ (ସମ୍+ରଂଜ୍ ଧାତୁ+କର୍ମ. ତ) — ଭାବୋଦ୍ଦେଜିତ — 3. Fired with passion; impassioned (Apte)
  • ସଂ. ବିଣ (ସମ୍+ରଂଜ୍ ଧାତୁ+କର୍ମ. ତ) — ଅତି କ୍ରୁଦ୍ଧ; କ୍ରୋଧରେ ଜଳୁଥିବା — Inflamed with anger (Apte)
  • ସଂ. ବିଣ (ସମ୍+ରଂଜ୍ ଧାତୁ+କର୍ମ. ତ) — ମୋହିତ — Enamoured; charmed (Apte)
  • ସଂ. ବିଣ (ସମ୍+ରଂଜ୍ ଧାତୁ+କର୍ମ. ତ) — (+କର୍ତ୍ତୃ. ତ) ସୁନ୍ଦର; ମନୋହର — Charming; beautiful (Apte)