ସଂଯୋଜନ Saṁj̄ojana
- ସଂ. ବି (ସମ୍+ଯୁଜ୍ ଧାତୁ=ଯୋଗ କରିବା+ଭାବ. ଅନ) — ସଂଯୋଗକରଣ; ଏକତ୍ରୀକରଣ; ମିଶ୍ରଣ — Mixing up; uniting
- ସଂ. ବି (ସମ୍+ଯୁଜ୍ ଧାତୁ=ଯୋଗ କରିବା+ଭାବ. ଅନ) — ମୈଥୁନ — Copulation; sexual union
- ସଂ. ବି (ସମ୍+ଯୁଜ୍ ଧାତୁ=ଯୋଗ କରିବା+ଭାବ. ଅନ) — ସହବାସ କରାଇବା; ଜୋଟ ଖୁଆଇବା — Causing or bringing about cohabitation; the act of bringing a male animal and a female animal together for breeding
- ସଂ. ବି (ସମ୍+ଯୁଜ୍ ଧାତୁ=ଯୋଗ କରିବା+ଭାବ. ଅନ) — ଯୋଚିବା କର୍ମ — Act of yoking
- ସଂ. ବି (ସମ୍+ଯୁଜ୍ ଧାତୁ=ଯୋଗ କରିବା+ଭାବ. ଅନ) — ଯୋଖିବା — Attaching