ସଂଯୋଗାନ୍ତ Saṁj̄ogānta

  • ସଂ. ବିଣ. ପୁଂ (ବହୁବ୍ରୀହି; ସଂଯୋଗ=ମିଳନ ଅଟେ ଅନ୍ତ ଯାହାର) — ଯେଉଁ ନାଟକର ବା ଉପନ୍ୟାସାଦିର ଶେଷରେ ଗ୍ରନ୍ଥୋକ୍ତ ବ୍ଯକ୍ତି— ମାନଙ୍କର ବା ନାୟକ ନାୟିକାଙ୍କର ମିଳନ ହୁଏ — (A drama or story or moral or poem or plot) Ending with union; concluding with the union of the hero and heroine or of the characters
  • ସଂ. ବିଣ. ପୁଂ (ବହୁବ୍ରୀହି; ସଂଯୋଗ=ମିଳନ ଅଟେ ଅନ୍ତ ଯାହାର) — [ଉ—ସଂଯୋଗାନ୍ତ, ନାଟକ, ସଂଯୋଗାନ୍ତ, ଉପନ୍ୟାସ; ସଂଯୋଗାନ୍ତ ପଦ୍ଯ; ସଂଯୋଗାନ୍ତ ଗଳ୍ପ।]