ସଂକୋଚନ Saṁkochana
- ସଂ. ବି. (ସମ୍+କୁଚ୍ ଧାତୁ ଣିଚ=କୁଚି ଧାତୁ=କୁଞ୍ଚିତ ହେବା+ଭାବ. ଅନ) — ସଂକୁଚିତ କରିବା; ସଙ୍କୋଚକରଣ — Act of contacting
- ସଂ. ବି. (ସମ୍+କୁଚ୍ ଧାତୁ ଣିଚ=କୁଚି ଧାତୁ=କୁଞ୍ଚିତ ହେବା+ଭାବ. ଅନ) — ଚିପି ଛୋଟ କରିବା — Compressing
- ସଂ. ବି. (ସମ୍+କୁଚ୍ ଧାତୁ ଣିଚ=କୁଚି ଧାତୁ=କୁଞ୍ଚିତ ହେବା+ଭାବ. ଅନ) — ମୁଦ୍ରଣ; ମୁଦ୍ରିତ କରିବା — Act of closing up