ସଂକୋଚ ତ୍ୱକ୍ Saṁkocha twak

  • ସଂ. ବି (ଆଧୁନିକ ଚିକିତ୍ସାବିଜ୍ଞାନର ପରିଭାଷା) ଶରୀରର ଯେଉଁ ଅଂଶରେ ଚର୍ମ ମୁଦି ହୋଇଯାଏ (ଯଥା—ଗୁହ୍ୟ ଦ୍ୱାରର, ଓଠର ଇତ୍ୟାଦି) — Skin which contracts; Paniculus Carnosus
  • ସଂ. ବି (ଆଧୁନିକ ଚିକିତ୍ସାବିଜ୍ଞାନର ପରିଭାଷା) କୁଞ୍ଚିତ ଚର୍ମ — Wrinkled skin