ସଂକୋଚ ବୋଧ କରିବା Saṁkocha bodha karibā

  • ଦେ. କ୍ରି. — କୌଣସି କାର୍ଯ୍ୟ କରିବାକୁ କୁଣ୍ଠା ବୋଧ କରିବା — To feel hesitation for doing some thing
  • ଦେ. କ୍ରି. — ଲଜ୍ଜା ବୋଧ କରିବା; ଲାଜଲାଜ ହେବା — To feel shy