ସଂକୋଚନୀ Saṁkochanī

  • ସଂ. ବି. ସ୍ତ୍ରୀ (ସମ୍+କୁଚ ଧାତୁ ଣିଚ=କୁଚି ଧାତୁ+କର୍ତ୍ତୃ— ଅନ+ଈ)—(ବୈଦ୍ଯକ) — ଲଜ୍ଜାଳୁ ଲତା; ଲାଜକୁଳୀ ଲତା — The mimosa creeper; Mimosa pudica