ସଂକୋଚିବା Saṁkochibā

  • ଦେ. କ୍ରି (ସଂ. ସଂକୁଚିତ) — ଲଜ୍ଜିତ ହେବା — To be ashamed; to feel delicate
  • ଦେ. କ୍ରି (ସଂ. ସଂକୁଚିତ) — [ଉ—ପଶୁପ—ମହେନ୍ଦ୍ର—ନନ୍ଦନ—ଭାରତୀ—ରସୁଁ ରାଧା ସଂକୋଚିଲେ। କବିସୂର୍ଯ୍ୟ—ସଙ୍ଗୀତ]