ଷୋଳ ନାମ Shoḻa nāma

  • ଦେ. ବି — ଭଗବାନଙ୍କର ଷୋଳଟି ନାମ (ଯଥା—ହରେ ରାମ ହରେ ରାମ, ରାମ ରାମ ହରେ ହରେ; ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ) — The formula in which the name of God is uttered sixteen times
  • ଦେ. ବି — [ଦ୍ର— ଏହାକୁ ମଧ୍ୟ ଷୋଳ ନାମ ବତ୍ରିଶ (ବତିଶି) ଅକ୍ଷର କହନ୍ତି।]