ଷୋଳ ଖଣ୍ଡିଆ Shoḻa khaṇḍiā

  • ପ୍ରାଦେ. (ଜୟପୁର) ବି — ଗଉଡ଼ଙ୍କ ଶ୍ରେଣୀବିଶେଷ — A sect of the cowherd caste in J̄aypore
  • ପ୍ରାଦେ. (ଜୟପୁର) ବି — [ଦ୍ର—ଏମାନେ ମଦ୍ୟପ ନୁହନ୍ତି; ଏ ଅଞ୍ଚଳର ଅନ୍ଯ କେତେକ ଶ୍ରେଣୀର ଗଉଡ଼ ମଦ ପିଅନ୍ତି।]