ଷୋଳ କଳା Shoḻa kaḻā
- ଦେ. ବି (ସଂ. ଷୋଡ଼ଶ କଳା) — ଷୋଡ଼ଶ କଳା (ଦେଖ) — Shoṟḍ̠aṡa kaḻā (See)
- ଦେ. ବି (ସଂ. ଷୋଡ଼ଶ କଳା) — (ଲକ୍ଷଣାର୍ଥ) କୌଣସି ବିଷୟର ସମ୍ପୂର୍ଣ୍ଣ ଅବସ୍ଥା — (figurative) The full or completed state of a thing
- ଦେ. ବି (ସଂ. ଷୋଡ଼ଶ କଳା) — [ଉ—ଧନ ଥିଲେ ଯେ ସୁଖ କଳାଟିଏ ଥାଏ, ଧର୍ମ କରିଲେ ଷୋଳ କଳା ଭୋଗ ପାଏ—କୃଷ୍ଣସିଂହ. ମହାଭାରତ. ଶାନ୍ତି।]
- ଦେ. କ୍ରି. ବିଣ ଓ ବିଣର ବିଣ — ପୂର୍ଣ୍ଣରୂପେ — Completely; wholly