ଷୋଳ ପାଲା Shoḻa pālā

  • ଦେ. ବି (ସଂ. ଷୋଡ଼ଶ ଓ ପୂଜା) — ପୁତ୍ରଲାଭାଦି ମନୋବାଞ୍ଛା ସିଦ୍ଧି ହେଲେ ସତ୍ୟନାରାୟଣ ବା ସତ୍ୟପୀରଙ୍କୁ (ହିନ୍ଦୁମାନଙ୍କ) ମନାସିବା 16 ଗୋଟି ପାଲା ବା ପୂଜା — ପୁତ୍ରଲାଭାଦି ମନୋବାଞ୍ଛା ସିଦ୍ଧି ହେଲେ ସତ୍ୟନାରାୟଣ ବା ସତ୍ୟପୀରଙ୍କୁ (ହିନ୍ଦୁମାନଙ୍କ) ମନାସିବା16ଗୋଟି ପାଲା ବା ପୂଜା— Sixteen Puj̄ās offered to the Satyapīr Deity on the fulfilment of one's wish
  • ଦେ. ବି (ସଂ. ଷୋଡ଼ଶ ଓ ପୂଜା) — [ଦ୍ର—ସତ୍ୟନାରାୟଣ ତଳେ ନୋଟ୍ ଦେଖ।]