ଶ୍ରୀଫଳା Ṡrīphaḻā

  • ସଂ. ବି — ଆମଳକୀ; ଅଅଁଳା (ଫଳ ଓ ବୃକ୍ଷ) — Phyllanthus Emblica; Embellic Myrobalan
  • ସଂ. ବି — ନୀଳୀ ଗୁଳ୍ମ — Indigo plant
  • ସଂ. ବି — କ୍ଷୁଦ୍ର କାରବେଲ୍ଲ; ଟୁଷୀ କଲରା — The tiny species of Memordica Charantica