ଶ୍ରୀପ୍ରଦ Ṡrīprada

  • ସଂ. ବିଣ (ଉପପଦ ତତ୍ପୁରୁଷ ସମାସ, ଶ୍ରୀଙ୍କୁ ପ୍ରଦାନ କରେ ଯେ) — ସୌଭାଗ୍ୟପ୍ରଦ — Bestowing Prosperity
  • ସଂ. ବିଣ (ଉପପଦ ତତ୍ପୁରୁଷ ସମାସ, ଶ୍ରୀଙ୍କୁ ପ୍ରଦାନ କରେ ଯେ) — ସୌନ୍ଦର୍ଯ୍ୟପ୍ରଦ — Giving beauty