ଶ୍ରୀପିଷ୍ଟ Ṡrīpishṭa

  • ସଂ. ବି (ଶ୍ରୀ =ସରଳ ବୃକ୍ଷ+ ପିଷ୍ଟ) ସରଳ ସ୍ରାବ; ତାର୍ପିନ — Turpentine
  • ସଂ. ବି (ଶ୍ରୀ =ସରଳ ବୃକ୍ଷ+ ପିଷ୍ଟ) [ଏହା ବାୟୁରୋଗ, ଶିରୋରୋଗ, ଚକ୍ଷୁରୋଗ, ସ୍ୱର, ଭେଦ, କଫ, ଘର୍ମ, କଣ୍ଡୁ ଓ ବ୍ରଣ ନାଶକ।]
  • ସଂ. ବି (ଶ୍ରୀ =ସରଳ ବୃକ୍ଷ+ ପିଷ୍ଟ) ଗନ୍ଧ- ବିରିଜା; ଦେବଦାରୁ ଗଛର ଅଠାଳିଆ ରସ।
  • ସଂ. ବି (ଶ୍ରୀ =ସରଳ ବୃକ୍ଷ+ ପିଷ୍ଟ) [ଦ୍ର— ଏହା ପ୍ରମେହ, ଅର୍ଶ, କାଶ, କଫ, ଜ୍ୱର, କୃମି ଓ ବେଦନାନାଶକ, ମୂତ୍ରକାରକ। ଏହାର ପ୍ରଲେପ ଶୋଥନାଶକ। ଫଳତଃ ତାର୍ପିନ ଓ ଗନ୍ଧବୀର୍ଯ୍ୟା ଏକ ବସ୍ତୁ। ଏହା ହିମାଳୟ ପ୍ରଦେଶର ଦେବଦାରୁ ବୃକ୍ଷ ବିଶେଷ — (long-leaved pine)ର ନିର୍ଯ୍ୟାସ ଏ ଗଛର ତୈଳବତ୍ ତରଳ ନିର୍ଯ୍ୟାସକୁ ଗନ୍ଧ— ବିରଜା ବୋଲାଯାଏ ଓ ଏଥିର ବାର୍ଣ୍ଣିସ ତିଆରି ହୁଏ ଗନ୍ଧବିରଜା ନିଆଁରେ ବସାଇ ସେଥିରୁ ରସ କାଢ଼ିଲେ ତାକୁ ତାର୍ପିନ୍ ବୋଲା ଯାଏ ଏଥିରୁ ରୋଗନ୍ ମଧ୍ୟ ତିଆରି ହୁଏ]