ଶ୍ରୀବଚ୍ଛ Ṡrībachchha

  • ଗ୍ରା. ବି — ଶ୍ରୀବତ୍ସ (ଦେଖ) — Ṡribatsa (See)
  • ଗ୍ରା. ବି — ଉ—କୌସ୍ତୁଭମଣି ବନମାଳ, ଶ୍ରୀବଚ୍ଛଚିହ୍ନ ବକ୍ଷସ୍ଥଳ। ଭୂପତି. ପ୍ରେମପଞ୍ଚାମୃତ।