ଶ୍ରୀକର Ṡrikara
- ସଂ. ବି (ମ. ପ. ଲୋ; ଶ୍ରୀଯୁକ୍ତକର) — ଶ୍ରୀହସ୍ତ; ଦେବତା ଓ ରାଜାଙ୍କ ହସ୍ତ — (euphemism for) A Deity's or king's hand
- ସଂ. ବି (ମ. ପ. ଲୋ; ଶ୍ରୀଯୁକ୍ତକର) — (ବହୁବ୍ରୀହି; ଶ୍ରୀ ଅର୍ଥାତ୍ ଶ୍ରୀଯୁକ୍ତ କର ଯାହାଙ୍କର) ବିଷ୍ଣୁ — Bishṇu
- ସଂ. ବି (ମ. ପ. ଲୋ; ଶ୍ରୀଯୁକ୍ତକର) — (ଶ୍ରୀ = ଶୋଭାଯୁକ୍ତ+କର=ଆଭା ଯାହାର)— କୋକନଦ; ନାଲି କଇଁ — Red waterlily; Nymphea Rubra
- ସଂ. ବିଣ. — ଶ୍ରୀ= ଶୋଭା+କୃ ଧାତୁ+କର୍ତ୍ତୃ. ଅ)—ଶୋଭାକର — Beautiful; graceful
- ସଂ. ବିଣ. — ସୌନ୍ଦର୍ଯ୍ଯକାରକ — Producing grace beautifying
- ଦେ. ବି ପୁଂ — ପୁରୁଷଙ୍କ ନାମ — A name given to males
- ଦେ. ବି ପୁଂ — ହିନ୍ଦୁସ୍ମୃତିଗ୍ରନ୍ଥକାର ପଣ୍ଡିତବିଶେଷ — Name of an author of a work on Sanscrit jurisprudence
- ବିଣ — ସୌଭାଗ୍ୟକାରକ — Causing good fortune
- ବିଣ — [ଉ—ଶ୍ରୀକର ମୁଦକୁ ବଢ଼ାଉଥିବ ସେ ଦଶା ଦୁର୍ବଳକାଳକୁ ଭଞ୍ଜ. ପ୍ରେମସୁଧାନିଧି।]