ଶ୍ରୀଆ Ṡrīa

  • ଦେ. ବି (ସଂ ଶ୍ରୀୟା) — ଶ୍ରୀ; ମହାଲକ୍ଷ୍ମୀ — The Goddess presiding over wealth and prosperity
  • ଦେ. ବି (ସଂ ଶ୍ରୀୟା) — (ଉ— ଶ୍ରୀପତି ଶ୍ରୀକର ଶ୍ରୀଧର, ଶ୍ରୀୟାଦେବୀଙ୍କ ମନୋହର—କମଳଲୋଚନ ଚଉତିଶା।)