ଶ୍ରୀଅଙ୍ଗରେ ଘାଉଡ଼ ଲଗାଇବା Ṡrīaṅgare ghāuṟḍ̠a lagāibā
- ଦେ.କ୍ରି— (ଯମୁନାରେ କାଳୀୟ ନାଗ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗକୁ ଦଂଶନ କରିବା ଘଟନାରୁ) — (ଲକ୍ଷଣାର୍ଥ) ପ୍ରଧାନ ବ୍ଯକ୍ତି ବା ଗୃହର କର୍ତ୍ତା ବା କର୍ତ୍ତ୍ରୀଙ୍କର ଅନିଷ୍ଟ କରିବା — (figurative) To injure the head of a family or the chief person of a place
- ଦେ.କ୍ରି— (ଯମୁନାରେ କାଳୀୟ ନାଗ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗକୁ ଦଂଶନ କରିବା ଘଟନାରୁ) — ଗୃହକର୍ତ୍ତା ବା କର୍ତ୍ତ୍ରୀଙ୍କୁ କଳଙ୍କିତ କରିବା — To disgrace the head of a family
- ଦେ.କ୍ରି— (ଯମୁନାରେ କାଳୀୟ ନାଗ ଶ୍ରୀକୃଷ୍ଣଙ୍କ ଶ୍ରୀଅଙ୍ଗକୁ ଦଂଶନ କରିବା ଘଟନାରୁ) — ରାଜା ବା ପ୍ରଧାନ ବ୍ଯକ୍ତିଙ୍କ ପରିବାରସ୍ଥ ସ୍ତ୍ରୀଲୋକମାନଙ୍କ ସଙ୍ଗେ ପାପାଚରଣାଦି କରିବା — To commit sinful acts in respect of the family-members of a Rājā or chief person