ଶ୍ରୀକାନ୍ତ Ṡrīkānta

  • ସଂ. ବି. ପୁଂ. ( 6 ଷ୍ଠୀ ତତ୍; ଶ୍ରୀ+କାନ୍ତ) — ଲକ୍ଷ୍ମୀକାନ୍ତ; ବିଷ୍ଣୁ — Bishṇu (the husband of Lakshmī)
  • ଦେ. ବି. ପୁଂ. — ପୁରୁଷଙ୍କୁ ଦିଆଯିବା ନାମ — A name given to males