ଶ୍ରୀକାପଡ଼ା Ṡrīkapaṟḍ̠ā

  • ଦେ. ବି (ସଂ. ଶ୍ରୀ ଓ କର୍ପଟ) — ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ବସ୍ତ୍ରଖଣ୍ଡ — Pieces of cloth put on the Deity Jagannatha at Puri
  • ଦେ. ବି (ସଂ. ଶ୍ରୀ ଓ କର୍ପଟ) — (ଦ୍ର— ଏହାକୁ ଯାତ୍ରୀମାନେ ଭକ୍ତି ସହିତ ବେକରେ ମାଳା କରି ପକାନ୍ତି।