ଶୋଷିତ Ṡoshita

  • ସଂ. ବିଣ—(ଶୁଷ ଧାତୁ+କର୍ମ. ତ) — ନୀରସୀକୃତ — Made sapless
  • ସଂ. ବିଣ—(ଶୁଷ ଧାତୁ+କର୍ମ. ତ) — ଯହିଁରୁ ରକ୍ତ ବା ଜଳଆଦି ଶୋଷା ଯାଇଅଛି; କୃତଶୋଷଣ — That from which blood or water has been Sucked up
  • ସଂ. ବିଣ—(ଶୁଷ ଧାତୁ+କର୍ମ. ତ) — ଶୁଷ୍କୀକୃତ — Dried up; from which water has evaporated or been drained away