ଶୋଷା Ṡshā

  • ଦେ. ବି — ଶୋଷିବା କ୍ରିୟା — Act of sucking up
  • ଦେ. ବି — ଅତିରିକ୍ତ ଦାହ ଓ ତୃଷ୍ଣା ରୋଗ — A disease accompanied by a feeling of excessive thirst and burning
  • ଦେ. ବି — ଅତ୍ୟନ୍ତ ତୃଷ୍ଣା — Excessive thirst
  • ଦେ. ବି — ଗାଲପାଟି ଫୁଲିବା ରୂପ ଗୋରୁମାନଙ୍କର ରୋଗ ବିଶେଷ — A cattle disease by which the cow has inflamation of the throat
  • ଦେ. ବି — (ସଂ. ଶୁଷାର) କାଠମଧ୍ୟରେ ପୋଲ — Hollow in a log of wood
  • ବିଣ. ପୁଂ — ଅତି ଧନଲୋଭୀ — Very avaricious
  • ବିଣ. ପୁଂ — ପ୍ରଜା ଆଦିଙ୍କଠାରୁ ଯେ ଅତିରିକ୍ତ ରୁପେ ଧନାଦି ବଳପୂର୍ବକ ନିଏ — Extorting money