ଶୋଷିବା Ṡoshibā

  • ଦେ. କ୍ରି—(ସଂ. ଶୁଷ୍ ଧାତୁ) — ପଦାର୍ଥରୁ ଜଳାଦି ଶୋଷିବା — To draw out water or sap or juice
  • ଦେ. କ୍ରି—(ସଂ. ଶୁଷ୍ ଧାତୁ) — (ମୁହଁ ଦ୍ୱାରା) ଚୋଷିବା — To Suck with the mouth
  • ଦେ. କ୍ରି—(ସଂ. ଶୁଷ୍ ଧାତୁ) — (ପ୍ରାଣ) କାଢ଼ି ନେବା — To draw out (life)
  • ଦେ. କ୍ରି—(ସଂ. ଶୁଷ୍ ଧାତୁ) — [ଉ— ଖୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୋତନା। କଳାକଳେବର ଚଉତିଶା।]
  • ଦେ. କ୍ରି—(ସଂ. ଶୁଷ୍ ଧାତୁ) — ସୁହୁଷିବା; ଆକ୍ରମଣାର୍ଥ ଅଗ୍ରସର ହେବା — To advance to attack
  • ଦେ. କ୍ରି—(ସଂ. ଶୁଷ୍ ଧାତୁ) — [ଉ— ବ୍ୟାଳ ସମୂହକୁ ତ୍ରାସି; ସିଂହକି ଘଉଡ଼ି ଆସି, ଶୋଷୁଂ ଦନ୍ତେ ଉଠି ସୌମିତ୍ରେୟ। ଭଞ୍ଜ, ବୈଦେହୀଶବିଳାସ।]