ଶୋଷୀ Ṡoshī

  • ସଂ. ବିଣ. ପୁଂ.—(ଶୋଷ୍ ଧାତୁ+ଇନ୍; 1 ମା. 1 ବ) — ତୃଷାର୍ତ୍ତ — Thirsty
  • ଦେ. ବି — ତୃଷିତ ବ୍ଯକ୍ତି — Thirsty person
  • ଦେ. ବି — (ଶୁଷ୍ ଧାତୁ, ତୁଳ. ସଂ. ଶୁଷିର= ଛିଦ୍ର) କାଠ ମଧ୍ୟରେ ଥିବା ପୋଲ — The hollow running length- wise through the inside of a log of wood