ଶୋଷେଇବା Ṡosheibā

  • ଦେ. କ୍ରି— (ସଂ. ଶୋଷି ଧାତୁ) — ଶୋଷିବା— କ୍ରିୟାର ଣିଜନ୍ତ ରୂପ — The causative form of ṡoshibā
  • ଦେ. କ୍ରି— (ସଂ. ଶୋଷି ଧାତୁ) — ତୃଷାର୍ତ୍ତ ହେବା — To feel thirsty