ଶିରସିଜ Ṡirasija

  • ସଂ. ବି—(ଅଲୁକ୍ ସମାସ; ସଂ ଶିରସି=ମୁଣ୍ଡରେ+ଜନ୍ ଧାତୁ+କର୍ତ୍ତୃ. ଅ) — କେଶ; ମୁଣ୍ଡବାଳ — The hair of the head