ଶିରଶ୍ଛେଦ Ṡiraṡchheda

  • ସଂ. ବି—( 6 ଷ୍ଠୀ ତତ୍; ଶିରସ+ଛେଦ) ମୁଣ୍ଡକାଟ — Beheading
  • ସଂ. ବି—( 6 ଷ୍ଠୀ ତତ୍; ଶିରସ+ଛେଦ) ମୁଣ୍ଡକୁ ଗଣ୍ଡିରୁ କାଟି ଦେବା — Decapitation
  • ସଂ. ବି—( 6 ଷ୍ଠୀ ତତ୍; ଶିରସ+ଛେଦ) ମୁଣ୍ଡକାଟ ରୂପ ରାଜଦଣ୍ଡ — Capital punishment