ଶିରସ୍ତ୍ର Ṡirastra

  • ସଂ. ବି (ଶିରସ୍+ତ୍ରୈ ଧାତୁ=ରକ୍ଷାକରିବା+କର୍ତ୍ତୃ ଅ) — ଉଷ୍ଣୀଷ; ପଗଡ଼ି — Turban
  • ସଂ. ବି (ଶିରସ୍+ତ୍ରୈ ଧାତୁ=ରକ୍ଷାକରିବା+କର୍ତ୍ତୃ ଅ) — ଟୋପି — Head dress; cap; helmet