ଶିରସ୍ୟ Ṡirasya
- ସଂ. ବି (ଶିରସ୍+ ସମ୍ବନ୍ଧାର୍ଥେ ଯ) — ଶିରଃ ବା ମସ୍ତକ ସମ୍ବନ୍ଧୀୟ — Relating to the head
- ସଂ. ବି (ଶିରସ୍+ ସମ୍ବନ୍ଧାର୍ଥେ ଯ) — ଶିରୋଜ; ମସ୍ତକଜାତ — Produced from the head
- ବି — କେଶ; ମୁଣ୍ଡବାଳ — The hair of the head
- ବି — ନିର୍ମଳ କେଶ; ବିଷଦ କେଶ — Clean hair; combed hair
- ବି — ସୁନ୍ଦର ଜୁଡ଼ା — A graceful chignon