ଶିରଃସ୍ଥ Ṡiraḥstha

  • ସଂ. ବିଣ (ଶିରସ୍+ସ୍ଥା ଧାତୁ+କର୍ତ୍ତୃ. ଅ) — ଅଗ୍ରରେ ଅବସ୍ଥିତ — Situate on the top
  • ସଂ. ବି. ପୁଂ — ନେତା — Leader (Apte)