ଶାଦ୍ବଳ Ṡād-baḻa

  • ସଂ ବିଣ—(ଶାଦ୍=ନବତୃଣ+ଅଛି ଅର୍ଥରେ ବଳ) — ହରିତ୍ ତୃଣ ବିଶିଷ୍ଟ — Having green grass; grassy
  • ସଂ ବିଣ—(ଶାଦ୍=ନବତୃଣ+ଅଛି ଅର୍ଥରେ ବଳ) — (ଉ—ନବଦୁର୍ବାଦଳ ଶ୍ୟାମଳ ଶାଦ୍ବଳ— ରାଧାନାଥ, ଚିଲିକା]
  • ସଂ. ବି. — ହରିତ୍ ତୃଣ (ହି. ଶ) — Green grass
  • ସଂ. ବି. — ଷଣ୍ଢ; ବଳଦ (ହି. ଶ) — Bull; ox