ଶାଧ ଉଠିବା Ṡādha uṭhibā

  • ଦେ. ବି. — କୌଣସି ବିଷୟପାଇଁ ପ୍ରବଳ ଆକାଂକ୍ଷା ଜାଗରିତ ହେବା — The growing of a hankering after anything
  • ଦେ. ବି. — (ଗର୍ଭିଣୀ) କୌଣସି ଖାଦ୍ୟ ପ୍ରତି ଅଭିଳାଷିଣୀ ହେବା — (A pregnant woman's) Desire for a certain food