ଶାଧ କରିବା Ṡādha karibā

  • ଦେ. କ୍ରି. — କୌଣସି ଖାଦ୍ୟ ପାଇଁ ବାଞ୍ଛା କରିବା — To desire or hanker after anything
  • ଦେ. କ୍ରି. — (ଗର୍ଭଣୀ) ଗର୍ଭାବସ୍ଥାରେ କୌଣସି ବିଶିଷ୍ଟ ପଦାର୍ଥ ଖାଇବାକୁ ମନ ବଳାଇବା — (A pregnant woman) To hanker after a certain article for eating