ଶାତ୍ରବ Ṡātraba

  • ସଂ. ବି — (ଶତ୍ରୁ+ସମ୍ବନ୍ଧାର୍ଥେ. ଅ)—ଶତ୍ରୁସମୂହ — , A group or collection of enemies
  • ସଂ. ବି — (+ଭାବାର୍ଥେ. ଅ) ଶତ୍ରୁତା — Enmity
  • ସଂ. ବି — (+ସ୍ୱାର୍ଥେ. ଅ) ଶତ୍ରୁ — Enemy