ଶରପୁଙ୍ଖ Ṡarapuṅkha
- ସଂ. ବି — ( 6 ଷ୍ଠୀ ତତ୍) ଶର ବା ବାଣର ଯେଉଁ ଅଂଶରେ ପର ବା ପକ୍ଷ ଲାଗିଥାଏ — (6ଷ୍ଠୀ ତତ୍) ଶର ବା ବାଣର ଯେଉଁ ଅଂଶରେ ପର ବା ପକ୍ଷ ଲାଗିଥାଏ— . The feathered part or end of an arrow
- ସଂ. ବି — (ବହୁ ବ୍ରୀହି) (ବୈଦ୍ୟକ) ବନନୀଳ — The purple Tephrosia; Tephro sia Purpurea
- ସଂ. ବି — [ଦ୍ର—ଏହାର ଆକୃତି ନୀଳ ଗୁଳ୍ମ ପରି। ବୈଦ୍ୟଶାସ୍ତ୍ର ମତରେ ଏହା କଟୁ, ଉଷ୍ଣ, କୃମି ଓ ବାତରୋଗ ନାଶକ। ଏହାର ବୀଜ ମୂଷିକ ବିଷ— ନାଶକ, ରକ୍ତ ପରିଷ୍କାରକ, ରସାୟନ, ଜ୍ୱର, ପ୍ଲୀହା, ଯକୃତ, ବ୍ରଣ, ବିଷଦୋଷ, ଶ୍ୱାସ, କାଶ ନାଶକ। ଶରପୁଙ୍ଖ ଦୁଇ ପ୍ରକାର—ଶ୍ୱେତ ଓ ପୀତ। ଶ୍ୱେତ ଜାତୀୟ ଶରପୁଙ୍ଖ ଅଧିକ ଗୁଣଶାଳୀ।]