ଶରପୁଳି Ṡarapuḻi

  • ଦେ. ବି. (ସଂ. ଶର ଓ ପୁର) — ଏକପ୍ରକାର ପିଠା — A kind of sweet wheaten cakes; fried in ghee (made in Ṡākshīe gopāḻa temple, Puri)
  • ଦେ. ବି. (ସଂ. ଶର ଓ ପୁର) — [ଉ—ଏହା ଗହମ ଚୂନାର ଖଳିରେ ନିର୍ମିତ ଘୃତପକ୍ୱ ମିଷ୍ଟାନ୍ନ କାକରା। ସତ୍ୟବାଦୀ ଗୋପୀନାଥଙ୍କୁ ଭୋଗ କରାଯିବା ବଡ଼ କାକରା ପିଠାକୁ ଗୋଟିଏ ସରାରେ ଦେଉଳିଆ କରି ମଡ଼ାମଡ଼ି ରଖି ତା ଉପରେ ଖଣ୍ଡ ଛିଞ୍ଚା ଯାଇ— ଥାଏ।]