ଶରବାଣି Ṡarabāṇi
- ସଂ. ବି. (ଶର+ବନ୍ ଧାତୁ=ପ୍ରୟୋଗ କରିବା+କର୍ମ. ଇ) — ବାଣର ଅଗ୍ରଭାଗ — The point of an arrow
- ସଂ. ବି. (ଶର+ବନ୍ ଧାତୁ=ପ୍ରୟୋଗ କରିବା+କର୍ମ. ଇ) — (+କର୍ତ୍ତୃ. ଇ) ତୀରନ୍ଦାଜ; ଧନୁର୍ଦ୍ଧର; ପଦାତିକ ସୈନ୍ୟ — Infantry; foot soldier; archer
- ସଂ. ବି. (ଶର+ବନ୍ ଧାତୁ=ପ୍ରୟୋଗ କରିବା+କର୍ମ. ଇ) — ଶରଜୀବୀ — Professional archer