ଶରପୀଡ଼ା Ṡarapīṟḍ̠ā

  • ଦେ. ବି.—(ସଂ. ଶରୀରପୀଡ଼ା) — କୌଣସି ଅନିରିକ୍ତ ଶାରୀରିକ କର୍ମ ବା କ୍ଲାନ୍ତି ଯୋଗୁଁ ଶରୀର ପୀଡ଼ା — The aching of the body on account of excessive physical labour or fatigue
  • ଦେ. ବି.—(ସଂ. ଶରୀରପୀଡ଼ା) — (ଯଥା—ମୋ ଦେହଟା ଶରପୀଡ଼ା କରିଛି।)