ଶରଧାଇବା Ṡaradhāibā
- ଗ୍ରା. କ୍ରି. (ପଦ୍ଯ) — କୌଣସି ବ୍ଯକ୍ତି ବା ବସ୍ତୁ ପ୍ରତି ସ୍ନେହଯୁକ୍ତ ହେବା; ଶ୍ରଦ୍ଧାଯୁକ୍ତ ହେବା — To like or love a thing or person; to have a liking or affection for
- ଗ୍ରା. କ୍ରି. (ପଦ୍ଯ) — (କୌଣସି ବସ୍ତୁ ପ୍ରତି) ଆଗ୍ରହାନ୍ୱିତ ରୂପେ ଲାଳାୟିତ ହେବା — To have a hankering after (some thing); to hanker after