ଶମୀ ଗର୍ଭ Ṡamī garbha

  • ସଂ. ବି. (ଶମୀ ଗର୍ଭରେ ଯାହାର; ବହୁବ୍ରୀହି; ଶମୀ ବୃକ୍ଷର କାଷ୍ଠ ଯଜ୍ଞର ସମିଧରୂପେ ବ୍ଯବହୃତ ହେଉଥିବାରୁ) — ଅଗ୍ନି — Fire
  • ସଂ. ବି. (ଶମୀ ଗର୍ଭରେ ଯାହାର; ବହୁବ୍ରୀହି; ଶମୀ ବୃକ୍ଷର କାଷ୍ଠ ଯଜ୍ଞର ସମିଧରୂପେ ବ୍ଯବହୃତ ହେଉଥିବାରୁ) — ବ୍ରାହ୍ମଣ — A Brāhmaṇa