ଶମିତ Ṡamita

  • ସଂ. ବିଣ. (ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ଦମିତ — Controlled
  • ସଂ. ବିଣ. (ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ନିବାରିତ — Prevented
  • ସଂ. ବିଣ. (ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ବିନାଶିତ — Destroyed
  • ସଂ. ବିଣ. (ଶମ୍ ଧାତୁ ଣିଚ୍=ଶମି ଧାତୁ+କର୍ମ. ତ) — ଉପଶମିତ — Assuaged; alleviated; appeased