ଶମୀଧାନ୍ୟ Ṡamīdhānya
- ସଂ. ବି.—(ଶମୀ=ଛୁଇଁ+ଧାନ୍ୟ) — ବିରି, ମୁଗ, କୋଳଥ ଆଦି ଛୁଇଁଯୁକ୍ତ ଶସ୍ୟ; ଶିମ୍ବୀଧାନ୍ୟ — Leguminous or pod-bearing grains
- ସଂ. ବି.—(ଶମୀ=ଛୁଇଁ+ଧାନ୍ୟ) — [ଦ୍ର—ବିରି, ମୁଗ, କୋଳଥ, ଚଣା, ବରଗୁଡ଼ି, ଶିମ୍ବ, ମସୁର, ହରଡ଼, ବୁଟ, ମଟର ଆଦି ଏହି ଶମ୍ବୀଧାନ୍ୟ ବା ଶିମ୍ବୀ ଧାନ୍ୟ ଶ୍ରେଣୀରେ ଅନ୍ତର୍ଗତ।]