ଶମୀ କଣ୍ଟା Ṡamī kaṇṭā
- ଦେ. ବି. (ସଂ. ଶମି ବା ଶମୀ ଓ କଣ୍ଟକ) — ବବ୍ୱୁରଜାତୀୟ କ୍ଷୁଦ୍ର କଣ୍ଟକୀ ତରୁ — Acacia Suma
- ଦେ. ବି. (ସଂ. ଶମି ବା ଶମୀ ଓ କଣ୍ଟକ) — [ଦ୍ର—ଏହା ଶମୀ ଗଛ ପରି, କିନ୍ତୁ ଛୋଟ। ଛାଲ ଧଳା; ପଲ୍ଲବ ରୋମଶ, କଣ୍ଟା ଯୋଡ଼ା ଯୋଡ଼ା ବାହାରେ; ପତ୍ର ଦ୍ୱିପକ୍ଷ, ପର୍ଣ୍ଣ 33 ଠାରୁ 50 ପର୍ଯ୍ୟନ୍ତ; ପକ୍ଷ 10 ଠାରୁ 20 ଯାଏ; ଫୁଲ ଧଳା ବା ଆପାଣ୍ଡୁର; ଛୁଇଁ 4/5 ଆଙ୍ଗୁଳ ଲମ୍ବ। ଓଡ଼ିଶା, ଛୋଟନାଗପୁର ଓ ପଶ୍ଚିମ ବଙ୍ଗରେ ଏ ଗଛ ଜନ୍ମେ।] — [ଦ୍ର—ଏହା ଶମୀ ଗଛ ପରି, କିନ୍ତୁ ଛୋଟ ଛାଲ ଧଳା; ପଲ୍ଲବ ରୋମଶ, କଣ୍ଟା ଯୋଡ଼ା ଯୋଡ଼ା ବାହାରେ; ପତ୍ର ଦ୍ୱିପକ୍ଷ, ପର୍ଣ୍ଣ33ଠାରୁ50ପର୍ଯ୍ୟନ୍ତ; ପକ୍ଷ10ଠାରୁ20ଯାଏ; ଫୁଲ ଧଳା ବା ଆପାଣ୍ଡୁର; ଛୁଇଁ4/5ଆଙ୍ଗୁଳ ଲମ୍ବ ଓଡ଼ିଶା, ଛୋଟନାଗପୁର ଓ ପଶ୍ଚିମ ବଙ୍ଗରେ ଏ ଗଛ ଜନ୍ମେ]