ଶମୀପତ୍ରୀ Ṡamīpatrī

  • ସଂ. ବି—(ବୈଦ୍ଯକ) — ଲଜ୍ଜାଳୁ; ଲାଜକୋଳି ଲତା — A creeper; Mimosa Pudica
  • ସଂ. ବି—(ବୈଦ୍ଯକ) — ପାଣି ଲାଜକୋଳି ଲତା (ହି. ଶ) — A species of mimosa growing in water