ଲୋଳିବା Loḻibā

  • ଦେ. କ୍ରି (ସଂ. ଲୁଳ୍ ଧାତୁ) — ଦୋହୋଲିବା; ଝୁଲିବା — To hang; to wave
  • ଦେ. କ୍ରି (ସଂ. ଲୁଳ୍ ଧାତୁ) — [ଉ—ବିବିଧ ବର୍ଣ୍ଣ ପୁଷ୍ପମାଳ, ମାନେ ଲୋଳନ୍ତି ଉର ସ୍ଥାନେ। ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।]