ଲୋଶଡ଼ି ପଡ଼ିବା Loṡaṟḍ̠i paṟḍ̠aibā
- ଦେ. ବି — (ପାଣିଆଁ କାଦୁଅ) ବୋହି ପଡ଼ିବା — (said of watery clay) To become unstable or unsettled
- ଦେ. ବି — (ପାଚିଲା ଆମ୍ବ ଆଦି) ଲୋତରା ହେବା — (said of ripe mango etc) To become flaccid
- ଦେ. ବି — (ସ୍ଥୂଳ ଦେହ ଓ ଚର୍ମ) ଓହୋଳି ପଡ଼ିବା; ଶ୍ଳଥ ହେବା — (said of the skin of a fat person) To hang flabbily
- ଦେ. ବି — (ବିଗତ ଯୌବନା ସ୍ତ୍ରୀମାନଙ୍କ ସ୍ତନ) ଝୁଲିବା — (said of woman's breasts) To hang flabbily; to become flabby