ଲୋଳିତ Loḻita
- ସଂ. ବିଣ (ଲୋଳି ଧାତୁ+କର୍ମ. ତ) — ଦୋହୋଲୁଥିବା; ଦୋଳାୟମାନ — Hanging; pendent; oscillating
- ସଂ. ବିଣ (ଲୋଳି ଧାତୁ+କର୍ମ. ତ) — ଚଞ୍ଚଳ; ଅସ୍ଥିର — Fickle; wavering
- ସଂ. ବିଣ (ଲୋଳି ଧାତୁ+କର୍ମ. ତ) — କମ୍ପମାନ — Trembling
- ସଂ. ବିଣ (ଲୋଳି ଧାତୁ+କର୍ମ. ତ) — ଶ୍ଳଥ — Flaccid; flabby
- ସଂ. ବି — ସଙ୍ଗୀତର ରାଗିଣୀ ବିଶେଷ — A particular musical air