ଲୋଶଡ଼ା Loṡaṟḍ̠ā

  • ଦେ. ବିଣ (ସଂ. ଲୁଳିତ, ଶ୍ଳଥ) — ଯାହା ଲୋସଡ଼ି ପଡ଼ି ଥାଏ; ଶ୍ଳଥ; ଲୋତରା — Flaccid; flabby
  • ଦେ. ବିଣ (ସଂ. ଲୁଳିତ, ଶ୍ଳଥ) — (ପୁଂ.) ଯାହାର ଦେହର ଚର୍ମ ଶ୍ଳଥ ହୋଇଥାଏ — Flabby-skinned
  • ଦେ. ବିଣ (ସଂ. ଲୁଳିତ, ଶ୍ଳଥ) — [ଦ୍ର—ଆମ୍ବ ଆଦି ଫଳ ପାଚିଗଲେ କେତେକ ସମୟ ପରେ ନରମା ବା ଲୋଶଡ଼ା ହୋଇଯାଏ ବା ଘୋଳିଯାଏ। ପାଣିଆ କାଦୁଅ ଲୋଶଡ଼ି ପଡ଼େ, ଅର୍ଥାତ୍ ରଖି- ଦେଲେ ବୋହି ପଡ଼େ। ଲୋସଡ଼ା କାଦୁଅକୁ କାନ୍ଥରେ ଛାଟିଲେ ତାହା କାନ୍ଥରେ ଲାଖି ନ ରହି ଲୋଶଡ଼ି ପଡ଼େ। ଲାଉଆଦୁଧୀ ସ୍ତ୍ରୀମାନଙ୍କ ସ୍ତନ ପୂର୍ଣ୍ଣଯୌବନର ଅଳ୍ପକାଳ ପରେ ଲୋସଡ଼ି ପଡ଼େ। ମୋଟା ବା ଅତି ପୃଥୁଳ ବ୍ଯକ୍ତିଙ୍କର ପେଟର ଚମ ଲୋଶଡ଼ି ପଡ଼ିଥାଏ।]